logo

କେନ୍ଦୁଝର ରୁ ଗଡିଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ବସ୍,୧୪୦ ତୀର୍ଥଯାତ୍ରୀ ସାମିଲ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ କେନ୍ଦୁଝରରୁ ୧୪୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ନାଶିକ ଏବଂ ଶିରିଡ଼ି ଅଭିମୁଖେ ବାହାରିଥିବା ବସକୁ ସବୁଜ ପତାକା ପ୍ରଦର୍ଶନ କରି ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ।
ଏଥିସହିତ ସମସ୍ତ ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ଅନ୍ୟ ସମସ୍ତ ଆନୁସଙ୍ଗିକ ସୁବିଧା ପ୍ରଦାନ କରି ସେମାନଙ୍କୁ ଏକ ସୁନ୍ଦର ଓ ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

16
3903 views