logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରୋଟାରୀ କ୍ଳବ୍ ବ୍ରହ୍ମପୁର ମିଡ୍ ଟାଉନ ର ନିଆରା କାର୍ଯକ୍ରମବ୍ରହମପୁରସମାଜସେବା କ୍ଷେତ୍ରରେ ରୋଟାରୀ କ୍ଲବ୍ ବ୍ରହ୍ମପୁର ମିଡ୍ ଟାଉନ୍ ର ଭୂମ

ରୋଟାରୀ କ୍ଳବ୍ ବ୍ରହ୍ମପୁର ମିଡ୍ ଟାଉନ ର ନିଆରା କାର୍ଯକ୍ରମ

ବ୍ରହମପୁର।
ସମାଜସେବା କ୍ଷେତ୍ରରେ ରୋଟାରୀ କ୍ଲବ୍ ବ୍ରହ୍ମପୁର ମିଡ୍ ଟାଉନ୍ ର ଭୂମିକା ଅତ୍ୟନ୍ତ ମହତ୍ପୂର୍ଣ୍ଣ ।କ୍ଲବ ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ନେତୃତରେ ଚଳିତ ବର୍ଷ କ୍ଲବ ବହୁ ଜନହିତକର କାର୍ଯ୍ୟ ହାତକୁ ନେଇଛି।

ଆଜି କ୍ଲବ ତରଫରୁ ଏକ ନିଆରା କାର୍ଯ୍ୟକ୍ରମ ଗୁଡ଼ସେଡ ରୋଡ ସ୍ଥିତ ବ୍ରହ୍ମପୁର ବିଶ୍ଵ ନିକେତନ୍   
ପରିସରରେ ଜଣେ ଅନ୍ତେଃବାସୀ କଳା ଙ୍କ ଜନ୍ମଦିନ କେକ୍ କାଟିବା ସହ  ନୂତନ ବସ୍ତ୍ର , ଜଳଯୋଗର ବ୍ୟବସ୍ଥା ସହ ସମସ୍ତ ଅନ୍ତେବାସି ଙ୍କୁ ବସ୍ତ୍ର ବଣ୍ଟନ ଓ ମସୁରି କ୍ଲବ ସଦସ୍ୟ ଡ୍ ଗୋଦାବରୀ

ପାତ୍ର ଙ୍କ ସହୋଜୋଗରେ ବଣ୍ଟନ କରା ଯାଇଥିଲା।କ୍ଲବ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, ଡ ଗୋଦାବରୀ ପାତ୍ର, ବିଶ୍ଵ ନିକେତନ ବ୍ରହମପୁର ଶାଖା ସମ୍ପାଦିକା ଶ୍ରୀମତୀ ଲିଲି ସାବତ, ରୋଟରିଆନ ଶ୍ରୀମତୀ ସୁସ୍ମିତା ଶର୍ମା , ଶ୍ରୀମତୀ ବନ୍ଦିତା ତ୍ରିପାଠୀ, ହରିପ୍ରସାଦ ମାଳନା, ମହାନ୍ ସଂଘ୍ ସହ ସମ୍ପାଦକ ଶ୍ରୀ ପ୍ରକାଶ ଭାଜନି ପ୍ରମୁଖ ଉପସ୍ଥିତ ଥିଲେ।

ଜାରା ନିବାସ ର ସମସ୍ତ ସଦସ୍ୟା ଙ୍କ ଜନ୍ମ ଦିନ କ୍ଲବ ତରଫରୁ ପାଳନ କରାଯିବ ବୋଲି ସଭାପତି ଶ୍ରୀ ସାବତ ପ୍ରକାଶ କରିଛନ୍ତି।

148
27956 views
17 shares

Comment