logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶେରଗଡ଼ ପୁଲିସକୁ ଆଉ ଏକ ସଫଳତା,ଜଣେ ଗିରଫ ସହ କ୍ୟାମେରା ଜବତ

ଗଞ୍ଜାମ।    ଶେରଗଡ଼ ପୋଲିସ ଆଉ ଏକ ଚୋରି କେସ ର ପର୍ଦ୍ଦାଫାଶ କରିଛି । କିଛି ଦିନ ହେଲା ଶେରଗଡ଼ ଅଞ୍ଚଳରେ ଲଗାତାର ଚୋରି ଘଟଣା ସାମ୍ନାକୁ ଆସିଛି ସୂଚନା ଥାଉକି କିଛିଦିନ ତଳେ ପାଞ୍ଚଟି ପୃଥକ ପୃଥକ ଚୋରି କେସ ରେ ଶେରଗଡ଼ର ବିଭିନ୍ନ ଦୋକାନ ଓ ଶିକ୍ଷା

ଅନୁଷ୍ଠାନରୁ ଲାପଟପ, ପଙ୍ଖା, ପାଣି ମୋଟର,ଏଲଇଡି ମନିଟର, ରଙ୍ଗୀନ ପ୍ରିଣ୍ଟର ଏହିଭଳି ବିଭିନ୍ନ ଚୋରି ଘଟଣାରେ ଶେରଗଡ଼ ପୋଲିସ ସାତ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା, ଏବେ ସେହି କେସ ରେ ଶେରଗଡ଼ ଥାନାରେ ରୁଜୁ ହୋଇଥିବା କେସ ନମ୍ବର ୨୨୧/୨୧ ର ପର୍ଦ୍ଦାଫାଶ କରିଛି । ଶେରଗଡ଼ ଥାନା ଧିକାରୀଣୀ ମମତା କୁମାରୀ ସାମନ୍ତରାୟଙ୍କ ନେତୃତ୍ୱ ରେ ଏକ ଟିମ ଅଭିଯୁକ୍ତ ଇଡି ପ୍ରଦୀପ କୁମାରକୁ ଆନ୍ଧ୍ରପ୍ରଦେଶ ତିଳକ ନଗର ଗ୍ରାମରୁ ଧରୀ କୋର୍ଟ ଚାଲାଣ କରିବା ସହ ନିକୋନ ଡି ୭୫୦୦ କ୍ୟାମେରା ଜବତ କରିଥିବା ଶେରଗଡ଼ ଥାନା ଧିକାରୀଣୀ ମମତା କୁମାରୀ ସାମନ୍ତରାୟ ସୂଚନା ଦେଇଛନ୍ତି ।

15
17446 views
18 shares

Comment