logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୋଲସରା ଅଞ୍ଚଳର ବରିଷ୍ଠ ଶିକ୍ଷକ ବିନାୟକ ମିଶ୍ରଙ୍କର ବ୍ରାହ୍ମଣ ସାହିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି

ପୋଲସର। ଅଞ୍ଚଳର ବରିଷ୍ଠ ଶିକ୍ଷକ ବିନାୟକ ମିଶ୍ରଙ୍କର ବ୍ରାହ୍ମଣ ସାହିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା।

1933 ମସିହାରେ ଜନ୍ମିତ ବିନାୟକ ମିଶ୍ର ମସିହାରେ ଶିକ୍ଷକତା ଜୀବନ ଆରମ୍ଭକରି 1989 ମସିହାରେ ଅବସର ଗ୍ରହଣ କରିଥିଲେ |ନିଜ ଚାକିରୀ କାଳ ମଧ୍ୟରେ ସେ ପୋଲସରା, ପୁରୁଷୋତ୍ତମପୁର ଏବଂ -କଞ୍ଚୁରୁ-ଉଚ୍ଚବିଦ୍ୟାଳୟରେ ଶିକ୍ଷାଦାନକରି ଜଣେ ଉତ୍ତମ ଗୁରୁ ଭାବରେ ପ୍ରତିଷ୍ଠା ଅର୍ଜନ କରିଥିଲେ |ବିଶେଷ କରି ଇଂରାଜୀ ଏବଂ ଭୂଗୋଳ ବିଷୟରେ ସେ ଜଣେ ଧୂରୀଣ ଶିକ୍ଷକ ଥିଲେ।

ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବାଦ ସାହିତ୍ୟ ଘର, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ପୂଜ୍ୟପୂଜା ପ୍ରତିଷ୍ଠାନର ସଦସ୍ୟମାନେ ଶୋକ ବ୍ୟକ୍ତ କରିବା ସହିତ ପରିବାରପ୍ରତି ସମବେଦନା ଜଣାଇଛନ୍ତି |ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।

3
19597 views
7 shares

Comment