logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହନୁମାନମୂର୍ତ୍ତୀପାଇଁ ଭିର୍ତୀପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ।



ବେଗୁନିଆପଡା -ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ସ୍ଥିତ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ଉସ୍ତାଳି ଗ୍ରାମରେ ଆଜି ଏନଏସିର ପ୍ରାକ୍ତନ ନଗର ପାଳ ହର ପ୍ରସାଦ ସାହୁଙ୍କ ତତ୍ବାବଧାନରେ ଏବଂ ଗ୍ରାମବାସୀଙ୍କ ସହଯୋଗରେ ସ୍ଥାନିୟ  ସମିତି ସଭ୍ୟା ପୁଷ୍ପାଞ୍ଜଳୀ ଦାସ ହନୁମାନ ମୂର୍ତ୍ତୀର ଭିର୍ତୀପ୍ରସ୍ଥର ସ୍ଥାପନ କରିଥିଲେ।

ବେଦପାଠ ଓ ଭୁମିପୂଜନରେ ଆଧ୍ୟାମ୍ମିକ ମୟ ପରିବେଶ ସୃଷ୍ଟି ହୋଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ମାଷ୍କ ବାଣ୍ଟନ ପରେ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। 

କରୋନାର ତୃତୀୟ ଲହରୀ ଆସୁଥିବାବେଲେ ସଂକ୍ରମଣରୁ କିଭଳି ଗ୍ରାମବାସୀ ରକ୍ଷା ପାଇବେ ସେ ଉପରେ ଲୋକଙ୍କୁ ସଚେତନ କରାଇଥିଲେ ଗଞ୍ଜାମ ଜିଲ୍ଲା ବିଜେଡି ସଧାରଣ ସମ୍ପାଦକ ହରପ୍ରସାଦ ସାହୁ।ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ଥ ଆବାଳବୃଦ୍ଧ ବନିତା ଯୋଗଦାନ କରିଥିଲେ।

147
14909 views
2 shares

Comment