logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନିରାକାରପୁର ଅଂଚଳରେ କାଳ ବୈଶାଖୀ ର ତାଣ୍ଡବ ଲୀଳା

ନିରାକାରପୁର,୮.୬.୨୬(ଏ.ଆଇ.ଏମ.ଏ): ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ଅଂଚଳରେ ଆଜି ଅପରାହ୍ନ ରେ କାଳ ବୈଶାଖୀ ର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି l ଅପରାହ୍ନ ୪ ଘଟିକା ପରେ ବର୍ଷା ସହ ପ୍ରବଳ ପବନ ଯୋଗୁ ବହୁତ ଗଛ ଭାଙ୍ଗିବା ସହ ଇଲେକ୍ଟ୍ରି ଖୁଣ୍ଟି ଉପୁଡି ପଡିବା ଦେଖିବାକୁ ମିଳିଛି l ପ୍ରାପ୍ତ ସୂଚନା ମୁତାବକ ନୂଆ ଜଗନ୍ନାଥ ସଡ଼କ ଖଜୁରୀପଡା କନ୍ଦଳଟାଙ୍ଗୀ ଠାରେ ଗଛ ଭାଙ୍ଗି ରାସ୍ତା ଉପରେ ପଡିବା ପରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା l ନିରାକାରପୁର ରାମ ମନ୍ଦିର ଠାରେ ଦୁର୍ଲଭ ରୁଦ୍ରlକ୍ଷ୍ ଗଛ ସହ ପ୍ରାୟ ଜାଗାରେ ବହୁ ଗଛ ଭାଙ୍ଗିଛି l କାଶୀପୁର ଠାରେ ବିଦୂତ ଖୁଣ୍ଟ ଭାଙ୍ଗି ବିଭିନ୍ନ ଜାଗାରେ ଗଛ ଭାଙ୍ଗି ବିଦୁତ ତାର ଉପରେ ପଡିବାରୁ ବିଦୁତ ସରବରାହ ବନ୍ଦ ରହିଛି l
ନିରାକାରପୁର,୮/୬ : ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ଅଂଚଳରେ ଆଜି ଅପରାହ୍ନ ରେ କାଳ ବୈଶାଖୀ ର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି l ଅପରାହ୍ନ ୪ ଘଟିକା ପରେ ବର୍ଷା ସହ ପ୍ରବଳ ପବନ ଯୋଗୁ ବହୁତ ଗଛ ଭାଙ୍ଗିବା ସହ ଇଲେକ୍ଟ୍ରି ଖୁଣ୍ଟି ଉପୁଡି ପଡିବା ଦେଖିବାକୁ ମିଳିଛି l ପ୍ରାପ୍ତ ସୂଚନା ମୁତାବକ ନୂଆ ଜଗନ୍ନାଥ ସଡ଼କ ଖଜୁରୀପଡା କନ୍ଦଳଟାଙ୍ଗୀ ଠାରେ ଗଛ ଭାଙ୍ଗି ରାସ୍ତା ଉପରେ ପଡିବା ପରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା l ନିରାକାରପୁର ରାମ ମନ୍ଦିର ଠାରେ ଦୁର୍ଲଭ ରୁଦ୍ରlକ୍ଷ୍ ଗଛ ସହ ପ୍ରାୟ ଜାଗାରେ ବହୁ ଗଛ ଭାଙ୍ଗିଛି l କାଶୀପୁର ଠାରେ ବିଦୂତ ଖୁଣ୍ଟ ଭାଙ୍ଗି ବିଭିନ୍ନ ଜାଗାରେ ଗଛ ଭାଙ୍ଗି ବିଦୁତ ତାର ଉପରେ ପଡିବାରୁ ବିଦୁତ ସରବରାହ ବନ୍ଦ ରହିଛି l

118
2800 views

Comment