logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଣି ରେ ବୁଡି ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ।

ପାଣି ରେ ବୁଡି ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ।

ଗୋନାସିକା -୦୨/୦୬ (ଖଣ୍ଡାଧାର ନିଉଜ) ହରିଚନ୍ଦନପୁର ବ୍ଲକ ଜୁଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାଣୀପଶି ଗ୍ରାମ ର ଶଶିଭୂଷଣ କାର୍ଯୀ( ୫୨) ବର୍ଷ ର ଅକାଳ ବିୟୋଗ ଘଟିଛି। ଗତକାଲି ସୋମବାର ଅପରାହ୍ନ ସମୟରେ ଗାଁ ପୋଖରୀ ରେ ଗାଧୋଉଥିବାବେଳେ ଗଭୀର ଜଳରେ ବୁଡି ଯିବା ଦେଖି ଗ୍ରାମ ର ଲୋକ ସଙ୍ଗେ ସଙ୍ଗେ ଉଧାର କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ୍ଯୁ ଘୋଷଣା କରିଥିଲେ।ଏନେଇ ପଣ୍ଡାପଡା ଥାନାରେ ଏକ ଅପମୃତ୍ୟୁ ମାମଲା ଦାୟର କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଅଛି। ଶଶିଭୂଷଣ ପରିବାର ର ମୁଖ୍ଯ ରୋଜଗାରିଆ ଥିଲେ ତାଙ୍କର ଗୋଟିଏ ପୁଅ ଗୋଟିଏ ଝିଅ ଅବିବାହିତ ଅଛନ୍ତି ଓ ତାଙ୍କର ଭାଇ ଙ୍କ ଅନାଥ ପୁଅ ମଧ୍ୟ ଘରେ ରହୁଅଛି। ଏଭଳି ପରିସ୍ଥିତିରେ ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡି ଅସହାୟ ହୋଇ ଯାଇ ଅଛନ୍ତି ।
ମନୋଜ ପଟେଲଙ୍କ ରିପୋର୍ଟ।

7
705 views

Comment