logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

उडिया बातमी ରାଷ୍ଟ୍ରପତିଙ୍କ ଜନ୍ମଦିନରେ ରାଇରଙ୍ଗପୁରରେ ସରକାର ପାଳିବେ ଦ୍ବିତୀୟବର୍ଷ ପୂର୍ଷି କାର୍ଯ୍ୟକ୍ରମ ଗୋଟିଏ ମଞ୍ଚରେ ରହିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

उडिया बातमी
ରାଷ୍ଟ୍ରପତିଙ୍କ ଜନ୍ମଦିନରେ ରାଇରଙ୍ଗପୁରରେ ସରକାର ପାଳିବେ ଦ୍ବିତୀୟବର୍ଷ ପୂର୍ଷି କାର୍ଯ୍ୟକ୍ରମ

ଗୋଟିଏ ମଞ୍ଚରେ ରହିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଭୁବନେଶ୍ବର,୨/୬ (ଇମିସ): ଜୁନ୍ ୨୦ରେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୬୮ବର୍ଷ ଛୁଇଁବା ରାଷ୍ଟ୍ରପତି ଏଥର ନିଜ ମାଟିରେ ଜନ୍ମଦିନ ପାଳିବେ ଏହି ଜନ୍ମଦିନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଏକାଧିକ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ବିଜେପିର ସମସ୍ତ ଲୋକସଭା ও ରାଜ୍ୟସଭା ସାଂସଦ, ୮୦ରୁ ଅଧିକ ବିଧାୟକ ଯୋଗଦେବେ

ସଂଯୋଗକୁ ରାଜ୍ୟରେ ବିଜେପି ସରକାରକୁ ଜୁନ୍ ୧୨ରେ ଦୁଇ ବର୍ଷ ପୂରିବା ଏଥିପାଇଁ ଜୁନ୍ ୨୦ରେ ରାଇରଙ୍ଗପୁରରେ ବିଶାଳ ସାଧାରଣ ସଭା କରା‌ଯିବ। ରାଷ୍ଟ୍ରପତିଙ୍କ ଜନ୍ମଦିନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରରେ କାର୍ଯ୍ୟକ୍ରମ

ଆୟୋଜନ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର କୌଣସି ଏକ କାର୍ଯ୍ୟକ୍ରମରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରଥମଥର ପାଇଁ ଯୋଗଦେଉଛନ୍ତି।

ବହୁ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ

ପେସା ଆଇନ ଲାଗୁ ନେଇ ଘୋଷଣା ହୋଇପାରେ

ଏଣୁ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବାକୁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା, ସାଧାରଣ ଲୋକଙ୍କ ପାଇଁ ସୁବିଧା, ପାକିଂ ବ୍ୟବସ୍ଥା ଆଦି ନେଇ ସେ

ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନୁସୂଚିତ ଜନଜାତି ବର୍ଗ (ଆଦିବାସୀ)ଙ୍କ ପାଇଁ କେତୋଟି ଗୁରୁତ୍ଵପୂର୍ଣ୍ଣ ଯୋଜନା ଘୋଷଣା ହେବ ଓଡ଼ିଶାରେ ପେସା ଆଇନ ଲାଗୁ ଭଳି ଘୋଷଣା ହୋଇପାରେ | ସେହିପରି ରାଷ୍ଟ୍ରପତିଙ୍କ ନାମରେ ଏକ ଷ୍ଟାଡିୟମ, ରାଇରଙ୍ଗପୁରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟକୁ எ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ଆଜିର ଏହି ବୈଠକରେ ମୁଖ୍ୟ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡି.କେ. ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଶାଶ୍ବତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

*Devashish Govind Tokekar*
*VANDE Bharat live tv news Nagpur*
Editor/Reporter/Journalist
RNI:- MPBIL/25/A1465
*Indian Council of press,Nagpur*
Journalist Cell
*All India Media Association
Nagpur*
*District President*
*Delhi Crime Press*
RNI NO : DELHIN/2005/15378
AD.Associate /Reporter
*INDIAN PRESS UNION*
District Reporter
Contact no.
9422428110/9146095536
Head office:- plot no 18/19, flat no. 201,Harmony emporise, Payal -pallavi society new Manish Nagar somalwada nagpur - 440015

4
792 views

Comment