logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାଲେଶ୍ୱର: ନୂଆ ହୋଟେଲ ଶ୍ରୀ ଖୋଲିଲା ସୋରରେ

ବାଲେଶ୍ୱର: ସୋରର U.N college ଛକ ପାଖରେ ହୋଟେଲ ଶ୍ରୀ ନାମକ ଏକ ନୂଆ ହୋଟେଲ ଖୋଲିଛି, ଯେଉଁଠାରେ ସୁସ୍ୱାଦୁ ଓ ଘରୋଇ ସ୍ୱାଦର ଖାଦ୍ୟ ପ୍ରଦାନ କରାଯାଉଛି। ଏହି ହୋଟେଲରେ ସ୍ୱଚ୍ଛ ପରିବେଶ ଓ ଉତ୍କୃଷ୍ଟ ସେବା ମିଳୁଛି, ଯାହା ପରିବାର, ବନ୍ଧୁବର୍ଗ ଓ ଅତିଥିମାନଙ୍କ ସହ ଭଲ ସମୟ ବିତାଇବା ପାଇଁ ଉପଯୁକ୍ତ।

ସକାଳରୁ ରାତି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ ହେଉଛି, ଯାହାରେ ଗୁଣବତ୍ତା ଓ ସ୍ୱାଦର ସମ୍ମିଳନ ରହିଛି। ହୋଟେଲ ଶ୍ରୀର ସ୍ଲୋଗାନ୍ ହେଉଛି "ଥରେ ଆସନ୍ତୁ, ବାରମ୍ବାର ଆସିବାକୁ ମନ ହେବ – ହୋଟେଲ ଶ୍ରୀ HOTEL SREE "।

0
8 views

Comment