logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖଣ୍ଡାଧାର ନିଉଜ ଏବଂ AIMA MEDIA ଜରିଆରେ ସମାଜ ଉପଯୋଗୀ ଗଠନମୂଳକ ବିଭିନ୍ନ ପ୍ରକାରର ଲେଖା ଗୁଡିକ ପ୍ରକାଶିତ କରିବା ପାଇଁ ଯୋଗାଯୋଗ କରନ୍ତୁ।

ଖଣ୍ଡାଧାର ନିଉଜ ଏବଂ AIMA MEDIA ଜରିଆରେ ସମାଜ ଉପଯୋଗୀ ଗଠନମୂଳକ ବିଭିନ୍ନ ପ୍ରକାରର ଲେଖା ଗୁଡିକ ପ୍ରକାଶିତ କରିବା ପାଇଁ ଯୋଗାଯୋଗ କରନ୍ତୁ।


ଖଣ୍ଡାଧାର ନିଉଜ ଏବଂ AIMAMEDIA ର ସମ୍ମାନୀୟ ପାଠକ ମାନଙ୍କୁ ସୁନିଶ୍ଚିତ କରାଯାଉଅଛି ଯେ କବି, ଗବେଷକ, ଲେଖକମାନଙ୍କର ବିଭିନ୍ନ ପ୍ରକାରର ସମାଜ ଉପଯୋଗୀ ଗଠନମୂଳକ ଲେଖା, କବିତା ଗୁଡିକ ନିୟମିତଭାବେ ଖଣ୍ଡାଧାର ନିଉଜ ଏବଂ AIMAMEDIA ମାଧ୍ୟମରେ ପ୍ରକାଶ କରାଯିବ। ଆଗ୍ରହୀ ଲେଖକ, କବି, ଗବେଷକମାନେ ନିଜ ନିଜର ସ୍ବରଚିତ କବିତା ତଥା ବିଭିନ୍ନ ପ୍ରକାରର ସମାଜ ଉପଯୋଗୀ ଗଠନମୂଳକ ଲେଖା ଗୁଡିକ ନିମ୍ନରେ ପ୍ରଦତ୍ତ ମୋବାଇଲ ନମ୍ବର ରେ ପଠାଇ ପାରନ୍ତି। ମାନ୍ୟବର ପାଠକ, ଲେଖକ, କବି ଗବେଷକ ବ୍ରୁନ୍ଦ ନିଜ ନିଜର ସ୍ବରଚିତ କବିତା, ସନ୍ଦର୍ଭ, ବିଶେଷ ଆଲେଖ୍ୟ, କ୍ଷୁଦ୍ରଗଳ୍ପ, ଶିଶୁ କବିତା ଓ ଗଳ୍ପ, ସମାଜ ଉପଯୋଗୀ ଗଠନମୂଳକ ଯେକୌଣସି ଲେଖା ଗୁଡିକ ନିମ୍ନରେ ଉଲ୍ଲେଖ କରାଯାଇଥିବା ହ୍ବାଟ୍ସଏପ ନମ୍ବରରେ ଟାଇପ କରି ପଠାଇବା ସହିତ ନିଜର ଫୋଟ, ନାମ, ଠିକଣା, ମୋବାଇଲ ନମ୍ବର ପ୍ରଦାନ କରନ୍ତୁ। କେବଳ ଆଗ୍ରହୀ ବ୍ୟକ୍ତିବିଶେଷ ତଥା କବି, ଲେଖକ ବିଭିନ୍ନ ପ୍ରକାରର ଲେଖା ଗୁଡିକ A-4 ସାଇଜ୍ ପେପର ମଧ୍ଯରେ ସିମିତ ଅଥବା କମ୍ ରହିବା ଉଚିତ୍। ତାହାଠାରୁ ଅଧିକ ବଡଧରଣ ଲେଖା ଗୁଡିକ ନ ପଠାଇବା ପାଇଁ ବିନମ୍ର ଅନୁରୋଧ କରୁଅଛି। ଯଦି ଲେଖା ଗୁଡିକ କୌଣସି ପ୍ରକାଶିତ ଗ୍ରନ୍ଥ, ପୁସ୍ତକ ଅଥବା ୱେବ୍ ସାଇଟ୍ ରୁ ସଂଗ୍ରହ କରାଯାଇଛି। ସେ ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ କରିବା ଉଚିତ୍। ଆପଣମାନଙ୍କ ଦ୍ବାରା ପଠାଯାଇଥିବା ଲେଖା ଗୁଡିକ କେନ୍ଦୁଝର ଜିଲ୍ଲାରୁ ପ୍ରକାଶ ପାଉଥିବା ଡିଜିଟାଲ ମିଡିଆ (ଖଣ୍ଡାଧାର ନିଉଜ) ମାଧ୍ୟମରେ ପ୍ରକାଶ କରାଯିବ। ଏହା ବ୍ୟତୀତ ଅଲ ଇଣ୍ଡିଆ ମିଡିଆ ଏସୋସିଏସନ (AIMA MEDIA) ଦ୍ବାରା ପ୍ରକାଶ କରାଯିବ। ଆପଣଙ୍କ ପ୍ରେରିତ ଲେଖା ଗୁଡିକ ପ୍ରକାଶିତ କରିବା ଦ୍ବାରା ଯେପରି କୌଣସି ପ୍ରକାରର ବିବାଦୀୟ ତଥା ମାଲିମୋକଦ୍ଦମା ଉତ୍ପନ୍ନ ନହୁଏ, ସେଥିପାଇଁ ଯତ୍ନଶୀଳ ହେବାକୁ ଅନୁରୋଧ କରୁଅଛି। ନିମ୍ନ ଲିଖିତ ହ୍ବାଟ୍ସଏପ ନମ୍ବରରେ ଟାଇପ କରି ଲେଖା ଗୁଡିକ ପଠାଇ ପାରନ୍ତି। ଲେଖା ଗୁଡିକ ପ୍ରକାଶିତ କରିବା ପରେ, ଯେଉଁ ବ୍ଯକ୍ତି ବିଶେଷଙ୍କ ମୋବାଇଲ ନମ୍ବର ରୁ ମୋର ହ୍ବାଟ୍ସଏପ ନମ୍ବରକୁ ଆସିଥିବ, ପୁନର୍ବାର ସେହି ନମ୍ବର ରେ ପ୍ରକାଶିତ ଲିଙ୍କ୍ ପଠାଇ ଦିଆଯିବ। ଏହା ସଂପୂର୍ଣ୍ଣରୂପେ ନିଃଶୁଳ୍କ ପ୍ରକାଶ କରାଯିବ, ଏଥିପାଇଁ କୌଣସି ପ୍ରକାର ଅର୍ଥ ଦେବା ଅନାବଶ୍ଯକ ଅଟେ।

ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର (ମୋବାଇଲ ନମ୍ବର: , 8456052876)

8
866 views

Comment