logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁଚିଣ୍ଡାରେ ଗାଈ ଚାଷୀଙ୍କୁ 70% ରିହାତିରେ ଦୁଗ୍ଧ ସପ୍ଲାଇ ଯୋଜନା

କୁଚିଣ୍ଡା ସମ୍ବଲପୁର: ସାଇ ବହୁମୁଖୀ ସେବା ସମବାୟ ସମିତି ପକ୍ଷରୁ ଓଡିଶା ସରକାରଙ୍କର କାମଧେନୁ ଯୋଜନାରେ ଗାଈ ଚାଷୀମାନଙ୍କୁ 70 ପେରସେଣ୍ଟ ରିହାତି ଦରରେ ଜର୍ସି ଗାଈ ଯୋଗାଇ ଦିଆଯିବ



ରମାକାନ୍ତ ମହାକୁଳ, ସିଇଓ, କୁଚିଣ୍ଡା ବହୁମୁଖୀ ସମବାୟ ସମିତି ଲିଃ କହିଛନ୍ତି ଯେ ଇଛୁକ ଚାଷୀମାନେ ଏହି ସୁବିଧା ପାଇଁ ସମବାୟ ଅଫିସରେ ଦରଖାସ୍ତ ଦାଖଲ କରିପାରିବେ। ଏହି ପ୍ରକଳ୍ପ ଦ୍ୱାରା ଗାଈ ଚାଷୀଙ୍କ ଆର୍ଥିକ ସହାୟତା ଓ ଦୁଗ୍ଧ ଉତ୍ପାଦନରେ ସହଯୋଗ ହେବ।

25
1655 views

Comment