logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅସ୍ତରଙ୍ଗ–ପୁରୀ ବସ ସେବାର ଶୁଭାରମ୍ଭ ହେଲା

ଅସ୍ତରଙ୍ଗ : ଅସ୍ତରଙ୍ଗ–ପୁରୀ ବସ ସେବାର ଶୁଭାରମ୍ଭ ହୋଇଛି, ଯାହା ଅଞ୍ଚଳର ଲୋକଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଦିବାକର ଛାଟୋଇ, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।



ଦୀର୍ଘ ସମୟ ଧରି ଚାହାଁଥିବା ଏହି ରାଜ୍ୟ ସରକାରୀ ବସ ସେବା ଛାତ୍ରଛାତ୍ରୀ, ବ୍ୟବସାୟୀ, ଚାକିରିପେଶା ଓ ସାଧାରଣ ଯାତ୍ରୀମାନଙ୍କ ପାଇଁ ଉପକୃତ ହେବ। ଏହା ଅସ୍ତରଙ୍ଗ ଓ ପୁରୀ ମଧ୍ୟରେ ସଂଯୋଗକୁ ଶକ୍ତିଶାଳୀ କରିବା ସହ ଅଞ୍ଚଳର ଉନ୍ନତିକୁ ବୃଦ୍ଧି କରିବ ବୋଲି ସ୍ଥାନୀୟ ଲୋକମାନେ ଆଶା ବ୍ୟକ୍ତ କରିଛନ୍ତି। ଏହି ପ୍ରୟାସ ପାଇଁ ବ୍ଲକ୍, ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ Mohan Charan Majhiଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛନ୍ତି।🙏 ଆମ ଅସ୍ତରଙ୍ଗ ଆମର ଗର୍ବ

6
731 views

Comment