logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁଚିଣ୍ଡାର ରମାକାନ୍ତ ମହାକୁଳଙ୍କୁ ମହାତ୍ମାଗାନ୍ଧୀ ସର୍ଭିସ ଆୱାର୍ଡ 2026

କୁଚିଣ୍ଡା : ସାଇ ବହୁମୁଖୀ ସେବା ସମବାୟର ପ୍ରତିଷ୍ଠାତା ଏବଂ ବର୍ତ୍ତମାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରମାକାନ୍ତ ମହାକୁଳ 31 ମଇ 2026 ରବିବାର ଜାଭରଣ ଫୋଉଂଡେସନ ପକ୍ଷରୁ ମହାତ୍ମାଗାନ୍ଧୀ ଏକ୍ସସେଲେନ୍ସ ସର୍ଭିସ ଆୱାର୍ଡ 2026 ଗ୍ରହଣ କରିଛନ୍ତି ।

ରମାକାନ୍ତ ମହାକୁଳ କହିଛନ୍ତି ଯେ ଏହି ସମ୍ମାନ ସମବାୟର ସଭ୍ୟମାନଙ୍କ ସାମାଜିକ ପରିବର୍ତ୍ତନ ଓ ଉପଯୁକ୍ତ ମୂଲ୍ୟରେ ବିଭିନ୍ନ ଉପକରଣ ସହିତ ଦ୍ରବ୍ୟଗୁଡିକ ପ୍ରଦାନ କରିବାରେ ସାହାଯ୍ୟ କରିବ । ସମ୍ବଲପୁର ଭୋଜପୁର

19
692 views

Comment