logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତୈଳ ଦର ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ସଦର ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ଏକ ପ୍ରତୀକାତ୍ମକ ପ୍ରତିବାଦ ବକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ତୈଳ ଦର ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଦରବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ସଦର ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ଏକ ପ୍ରତୀକାତ୍ମକ ପ୍ରତିବାଦ ବକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

କେନ୍ଦୁଝର:୩୦/୦୫ (ଖଣ୍ଡାଧାର ନିଉଜ ବ୍ୟୁରୋ) କେନ୍ଦୁଝର ସହର ସ୍ଥିତ ମାଇନିଂ ରୋଡ଼ ସ୍ଥାନୀୟ ରାମମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ସକାଳ ୯ଟାରେ ବିଜୁଜନତା ଦଳର ଶତାଧିକ କର୍ମୀ ଏକତ୍ରୀତ ହୋଇ ବିଜେପି ସରକାର ର ଜନବିରୋଧୀ କାର୍ଯ୍ୟ ର ପ୍ରତିବାଦ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେଡ଼ି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ପୂର୍ବତନ ସାସଂଦ ତଥା ବିଜୁ ଜନତାଦଳ ଦଳର ରାଜ୍ୟ ସାଧାରଣ ସମ୍ପାଦକ ମାଧବ ସର୍ଦ୍ଧାର, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟ ରଥମୁଣ୍ଡା, ବିଜୁ ମହିଳା ଜନତା ଦଳ ରାଜ୍ୟ ଉପ ସଭା ନେତ୍ରୀ ମୀନାମାଝୀ, ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସଦର ବ୍ଲକ ସଭାପତି ଚକ୍ରଧର ପରିଡ଼ା, ବରିଷ୍ଠ ନେତା ରକ୍ଷାକର ସାହୁ, ସତ୍ୟବ୍ରତ ନାୟକ, ଅରୁଣ ମନ୍ତ୍ରୀ, ଯୁବନେତା ବାସୁଦେବ ଯେନା, ଏମଡି ସଫିକ୍, ତାପସ ଦେହୁରୀ, ନରେନ୍ଦ୍ର ନାଏକ, ସୁରେଶ ନାଏକ, କମୁଳୁ ସାହୁ, ନାରୀନେତ୍ରୀ ପୁନମ କୁମାରୀ, ଗୀତାଞଳୀ ମହାନ୍ତି, ମଂଜୁଲତା ନାୟକ, ରୁନୁ ମଲ୍ଲିକ, କୁମୁଦିନ ନାଏକ, ଅଂଜଳୀ ନାଏକ, ତୁଳସୀ ମହାନ୍ତ ଙ୍କ ସମେତ ଶତାଧିକ କର୍ମୀମାନଙ୍କ ପ୍ରମୁଖ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

34
793 views

Comment