logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କ ଦେଓମାଳି ପରିଦର୍ଶନ

କୋରାପୁଟ : ମାନ୍ୟବର କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳି ପରିଦର୍ଶନ କରିଥିଲେ। ପ୍ରକୃତିର ଅପାର ସୌନ୍ଦର୍ଯ୍ୟ, ସବୁଜ ପାହାଡ଼ ଓ ମନୋରମ ପରିବେଶରେ ଭରିଥିବା ଏହି ସ୍ଥାନ କୋରାପୁଟ ଜିଲ୍ଲାର ଗର୍ବ ଏବଂ ଓଡ଼ିଶାର ଏକ ଅମୂଲ୍ୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ଚିହ୍ନଟ।

ଶ୍ରୀ ସପ୍ତଗିରି ଶଙ୍କର ଉଲାକା ଦେଓମାଳିର ସୁରକ୍ଷା, ସଂରକ୍ଷଣ ଓ ପର୍ଯ୍ୟଟନର ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ଥିବାରେ ଜୋର ଦେଇଛନ୍ତି। ସେ ଏହାକୁ କୋରାପୁଟ ଜିଲ୍ଲା ଏବଂ ରାଜ୍ୟର ପର୍ଯ୍ୟଟନ ବୃଦ୍ଧିର ପାଇଁ ଏକ ମୁଖ୍ୟ ସ୍ଥଳ ଭାବରେ ମନୋନୀତ କରିଛନ୍ତି।

2
175 views

Comment