ଜ୍ୟୋତିଷ ଗଣକ ଶ୍ରୀ ଜଳନ୍ଧର ଶବରଙ୍କର ଦେହାନ୍ତ ସୂଚନା
ନୂଆପଡା: ଜ୍ୟୋତିଷ ଗଣକ ଶ୍ରୀ ଜଳନ୍ଧର ଶବରଙ୍କର ଦେହାନ୍ତ ଘଟିଛି, ଯିଏ ନୂଆପଡା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ପଏଁର ଗ୍ରାମର ବାସିନ୍ଦା ।