BJD RALLY AGINEST FUEL PRICE INCREASE, EX MLA RAGHUNATH PRESENCY
ଗୁଣୁପୁର ନିର୍ବାଚନ ମଣ୍ଡଳୀ ର ପଦ୍ମପୁରରେ ଆଜି ପେଟ୍ରୋଲ, ଡିଜେଲ ର ଦରବୃଦ୍ଧି ଯୋଗୁଁ ସାଧାରଣ ଜନତା ଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ, ସରକାର ଙ୍କ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି, ତାର ପ୍ରତିବାଦ ରେ ଆଜି ପ୍ରତିବାଦ କରା ଯାଇଥିଲା,.