logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନୂଆପଡା: ଅଖିଳ ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଗବେଷଣା କେନ୍ଦ୍ର

ନୂଆପଡା: ଜ୍ୟୋତିଷ ଶାସ୍ତ୍ରର ସୁରକ୍ଷା, ପ୍ରଚାର ଓ ଜ୍ୟୋତିର୍ବିଦମାନଙ୍କୁ ଏକ ମଞ୍ଚରେ ଆଣିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ପ୍ରୟାସ ୨୦୨୦ ମସିହାରୁ ବୃହତ୍ ରୂପ ନେଇ ଏହି ଅଭିଯାନର ପରିଣତି ସ୍ୱରୂପ "ଅଖିଳ ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଗବେଷଣା କେନ୍ଦ୍ର" ଗଠିତ ହୋଇ ସଂଗଠନର ପୂର୍ବତନ ସଂପାଦକ ଦେବେନ୍ଦ୍ର ଛତ୍ରିଆଙ୍କ ଅନୁସାରେ ଅଞ୍ଚଳରେ ଜ୍ୟୋତିର୍ବିଦମାନଙ୍କ ପାଇଁ ଏକ ମଞ୍ଚ ଗଠନର ଚିନ୍ତାଧାରା ଉଦ୍ଭବ ହୋଇ "କୋଶଲ ଜ୍ୟୋତିର୍ଜ୍ଞାନ ପଣ୍ଡିତ ମହାସଭା ବଳାଙ୍ଗିର" ସଂପାଦକ ପ୍ରକାଶ ପୂଝାରୀ, ମାନଭଞ୍ଜନ ତ୍ରିପାଠୀ ଓ ଦେବାର୍ଚନ ଶଗରିଆଙ୍କ ସହ ଆଲୋଚନାରେ ଏହି ଅଭିଯାନକୁ ଆଗକୁ ବଢାଯାଇ କୋମନା ଅଞ୍ଚଳର ନିଳକଣ୍ଠ ରଣା, ପଦ୍ମଚରଣ ମେହେର, ବୈକୁଣ୍ଠ ଶଗରିଆ, ପୁସ୍ତମ କରୁଆଁ, ଚତୁର୍ଭୁଜ ରଣା, ଧନପତି ପଣ୍ଡା, କେଦାରନାଥ ପଣ୍ଡା, ଜ୍ୟୋତିର୍ବିଦଙ୍କ ସହ ସମ୍ପର୍କ ସ୍ଥାପନ ଓ ସଚେତନତା ସୃଷ୍ଟି କରାଯାଇ ବୁଦ୍ଧିକୋମନା ପାତାଲେଶ୍ୱର ମନ୍ଦିର, ତରବୋଡ ଆମ୍ବ ବଗିଚା, ସହଭାଗୀ ବିକାଶ ଅଭିଯାନ, ବିଲେଞ୍ଜୋର ରେ ଅନେକ ଥର ବୈଠକ ହୋଇ ଜ୍ୟୋତିର୍ବିଦ ଗଣକ ଯୋଗଦେଇ ସଂଗଠନକୁ ସମର୍ଥନ କରି ଆଗାମୀ ଦିନରେ , ପ୍ରଶିକ୍ଷଣ ଶିବିର ଓ ଗବେଷଣା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା

0
0 views

Comment