କୁଚିଣ୍ଡାର ସାଇ ବହୁମୁଖୀ ସେବା ସମବାୟ ସମିତିର ଲକ୍ଷ୍ୟ ଓ କାର୍ଯ୍ୟ
କୁଚିଣ୍ଡା: କୁଚିଣ୍ଡାର ସାଇ ବହୁମୁଖୀ ସେବା ସମବାୟ ସମିତି ଲିଃ 25.3.2025 ରେ ପଞ୍ଜିକୃତ ହୋଇଥିବା ଏହି ସମବାୟର ମୂଳ ଉଦ୍ଧ୍ୟସ୍ୟ ହେଉଛି ଶୋଷିତ ମାଧ୍ୟମ ଏବଂ ନିମ୍ନ ମାଧ୍ୟମ ପରିବାର ବର୍ଗଙ୍କୁ ଆର୍ଥିକ ଏବଂ ସାମାଜିକ ଦୃଷ୍ଟିରୁ ଉନ୍ନତ କରିବା। ଏହି ସମବାୟ କଳାବଜାର ଏବଂ ମହଜନୀ ବ୍ୟବସ୍ଥାରେ ରୋକ ଲାଗାଇ ସମସ୍ତଙ୍କୁ ସୁରକ୍ଷିତ କରିବାକୁ କାର୍ଯ୍ୟରତ ଅଛି।
ରମାକାନ୍ତ ମହାକୁଳ, ଯିଏ ଏହି ସମବାୟର ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସେ କହିଛନ୍ତି ଯେ ସମବାୟ ଶିକ୍ଷା ଏବଂ ଦୈନନ୍ଦିନ ଜରୁରୀଆତ ଉପରେ ଗୁରୁତ୍ୱ ଦେଇ ସମସ୍ତ ସଭ୍ୟଙ୍କ ପାଇଁ ଉନ୍ନତି କରିବ। ସେ ଆଗାମୀ ଦିନରେ ଜିଲ୍ଲାମାନେ ଏହାର ଲକ୍ଷ୍ୟ ଓ ଉଦ୍ଧେଶ୍ୟରେ କାର୍ଯ୍ୟ କରିବେ ବୋଲି ଆଶା କରୁଛନ୍ତି।