TATA POWER (TPNODL)
ନିଜର ଅପାରଗତାକୁ ଢ଼ାଙ୍କିବାକୁ ଚେଷ୍ଟା କରି ଜନସାଧାରଣଙ୍କୁ ସମାଜ ଆଗରେ ଚୋର ସଜାଉଛୁ tpnodl ।
ଏମିତି ଏକ ଅଭାବନୀୟ ଟିପ୍ପଣୀ ଦେଇଥିବାର ଦେଖିବାକୁ ମିଳିଛି #ଓଡ଼ିଶା ସରକାରଙ୍କ ଜନଶୁଣାଣି ଗ୍ରେଭେନ୍ସ ପୋର୍ଟାଲ୍ ରେ । ଦୁଇ ବର୍ଷ ପୂର୍ବରୁ ଏକ ନୂତନ ବିଦ୍ୟୁତ୍ ସଂଯୋଗ ନିମନ୍ତେ ହୋଇଥିବା ଆବେଦନର କୌଣସି ପ୍ରତିକାର ହେଇ ନଥିବା ଅଭିଯୋଗର ସମାଧାନ ରେ ଏହିପରି ମନ୍ତବ୍ୟ ଦେଇ ଅଭିଯୋଗ ସମାଧାନ କରିଛନ୍ତି ଓଡ଼ିଶା ସରକାରଙ୍କ ଶକ୍ତିବିଭାଗ (tpnodl) ଜନଶୁଣାଣି।
Ticket ID: DEPT20261595209
(କାର୍ଯ୍ୟନୁଷ୍ଠାନ ବିବରଣୀ )
Due to right of way
issue and theft found
during verification at the
premises new service
connection has been
kept on hold.
ବିବରଣୀ: ତା 19.09.2024 ରିଖ ରେ "ଶ୍ରୀ ଗଣେଶ ଦାସ ଗ୍ରାମ: କମାର ର୍ଗଡ଼ିଆ 756038,ଗ୍ରାମ ପଞ୍ଚାୟତ: ଗୁନାଇବସନ , ବ୍ଲକ୍:ଭୋଗରାଇ , ଜିଲ୍ଲା: ବାଲେଶ୍ବର , ନିଜର ଏକ ନୂତନ ବିଦ୍ୟୁତ୍ ସଂଯୋଗ ନିମନ୍ତେ tpnodl mo bidyut ୱେବ୍ ପୋର୍ଟାଲ ରେ 1kw Domestic Single Phase ପାଇଁ ଆବେଦନ କରିଥିଲେ ଏବଂ 3941 ଟଙ୍କା ପେମେଣ୍ଟ୍ ମଧ୍ୟ କରିଥିଲେ ଏହା ପରେ tpnodl ର ସୁପର ଭାଇଯାର ସର୍ଭେ କରି କହିଥିଲେ ଯେ ଘର ପାଖରେ ଇଲେକ୍ଟ୍ରିକ ଖୁଣ୍ଟି ଥିଲେ ମଧ୍ଯ ଏ ପର୍ଯ୍ୟନ୍ତ ଖୁଣ୍ଟିରେ ତାର ସଂଯାଗ ହେଇ ନାହିଁ ଏବଂ ଘର ପର୍ଯ୍ୟନ୍ତ ଯେ ହେତୁ ତାର ନାହିଁ ତେଣୁ ଅନ୍ୟ କାହା ଘର ଦେଇ ତାର ନେବା ଆଇନ ଅନୁଯାୟୀ ସମ୍ଭବ ନୁହେଁ ତେଣୁ ଆପଣ ଅପେକ୍ଷା କରନ୍ତୁ କିଛି ଦିନ ଭିତରେ ଆପଣଙ୍କ ଘର ପାଖେ ଥିବା ଏଲେକ୍ଟ୍ର ଖୁଣ୍ଟି ରେ ତାର ସଂଯୋଗ ହେବ ଏବଂ ଆପଣଙ୍କୁ କନେକ୍ସନ ଦିଆଯିବ। ଏହି ଘଟଣା ପରେ କିଛି ମାସ ବିତିବା ପରେ ଦିନେ ଇଲେକ୍ଟ୍ର ଅଫିସ ରୁ କଲ ଆସିଥିଲା ଏବଂ ଅଫିସ ଯାଇ ଦେଖା କରିବାକୁ କହିଥିଲେ କିନ୍ତୁ ଅଫିସ୍ ଯିବା ପରେ ସାର୍ ନାହାଁନ୍ତି କହି ପୁଣି ଥରେ ଆସିବାକୁ କହିଥିଲେ ଏମିତି ଦୁଇ ତିନି ଥର ଦୌଡ଼ି ଦୌଡ଼ି ଗରମ ଦିନର ସମ୍ମୁଖୀନ ହେବାରୁ ସେ ନିରାଶ ହୋଇ ଫେରୁଛନ୍ତି ଏବଂ ଏହି ବିଷୟରେ ଗ୍ରାମ ୱାର୍ଡ ମେମ୍ବର ଜାଣି ପାରି ଏକ ଟେମ୍ପ୍ରରୀ ତାର ସଂଯୋଗ କରି ଗରମ ଦିନରୁ ଉଦ୍ଧାରି ଯିବା ପାଇଁ କହିଥିଲେ କିନ୍ତୁ tpnodl ର କୌଣସି ପ୍ରତିକାର ମିଳିପାରିନଥିଲା ଶେଷର mo bidyut web ସଂଯୋଗ ପତ୍ରରେ ତାଙ୍କ କଷ୍ଟମର ପକ୍ଷରୁ ତ୍ରୁଟି ଲେଖି ଟଙ୍କା ଫେରସ୍ତ ପାଇଁ ଆବେଦନ କରିବାକୁ ପଡିବ ଲେଖି ଖାମଖିଆଲି ମନୋଭାବ ନେଇ close କରିଦେଇଛନ୍ତି ।
ଏହି ବାବଦରେ ବିଗତ ଦୁଇ ବର୍ଷ ପରେ ପୁଣି ଅସହ୍ୟ ଗରମ ଯନ୍ତ୍ରଣାରୁ ଉପଶମ ନିମନ୍ତେ ଓଡିଶା ସରକାରଙ୍କ ଜନଶୁଣାଣୀ ରେ ଅଭିଯୋଗର ସମାଧାନ ପରିବର୍ତ୍ତେ ଓଲଟା ଅଭିଯୋଗ କାରିଣୀ ଚର ବୋଲି ଦର୍ଶାଇ ଅଭିଯୋଗ ସମାଧାନ କରିଛନ୍ତି ।
ଏହାକୁ ପ୍ରତ୍ୟେକ୍ଷ ଭାବେ ହୃଦୟଙ୍ଗମ କରିଛୁ