logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁଚିଣ୍ଡା ଭୋଜପୁର ଅଞ୍ଚଳର ଅଧିବାସୀ ଜୀବିକା ଉପାୟ ଓ ଆର୍ଥିକ ପରିସ୍ଥିତି

କୁଚିଣ୍ଡା ଭୋଜପୁର : ଏହି ଅଞ୍ଚଳର ଅଧିବାସୀ ଲୋକମାନେ ଶାନ୍ତ, ସରଳ ମିଷ୍ଟା ଭାଷା ଭାସି ଲୋକ ଅଟନ୍ତି । ସେମାନେ ପ୍ରାୟ ଧାନ ଚାଷକରି ଜୀବିକା ନିର୍ବାହ କରନ୍ତି । ଅନ୍ୟ ରାଜ୍ୟ ସହିତ ତୁଳନା ରେ ଏଠି କାର ଚାଷୀମାନଙ୍କ ପାଇଁ ଧାନ ମଣ୍ଡି ବ୍ୟତୀତ ଆଉ କୌଣସି ମଣ୍ଡି ର ବ୍ୟବସ୍ତା ନାହିଁ ଯାହା ଫଳରେ ଅନ୍ୟ ଅର୍ଥକାରୀ ଫସଲ କରିବାର ଇଛା ଥିଲେ ମଧ୍ୟ କରିପାରୁ ନାହାନ୍ତି ଆମେ ସମସ୍ତେ ଜାଣିଛେ ଚାଷୀ ହେଉଛି ଦେଶର ମେରୁଦଣ୍ଡ ଏମାନଂକ ପାଇଁ ଉପଯୁକ୍ତ ଭିତିଭୂମି ସହିତ ସମସ୍ତ ମଣ୍ଡି ର ବ୍ୟବସ୍ତା କରାଯାନ୍ତା ତାହାହେଲେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଥିବାତା ସଳଖିଯାଆନ୍ତା



ଜଙ୍ଗଲରେ ବସୁଥିବା ଅଧିବାସୀମାନେ କେନ୍ଦୁ, ଆମ୍ବ, ପଣସ, ତେନ୍ତୁଳି, ସଳମଞ୍ଜି, ମହୁଲ ଓ ଫୁଲ ବିକ୍ରୟ କରି ଜୀବିକା ନିର୍ବାହ କରନ୍ତି.ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ବିକ୍ରି ବତାର ସୁବିଧା କରାଯାନ୍ତା , ତାହାହେଲେ ସାମାଜିକ ଓ ଆର୍ଥିକ ସେମାନଙ୍କର ଜୀବନ ଉନ୍ନତ ସଦୃଢ ହୁଅନ୍ତା.
ରମାକାନ୍ତ ମହାକୁଳ
ଭୋଜପୁର ସମ୍ବଲପୁର ଓଡିଶା

20
1017 views

Comment