logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭାରତରେ ମହିଳାଙ୍କୁ 50% ସ୍ଥାନ ସଂରକ୍ଷଣ ଦେବା ଆବଶ୍ୟକତା

ଭାରତ : ଦେଶର ପଛ ଧାଡିରେ ଥିବା ମହିଳାମାନେ ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରୁଛନ୍ତି। ସେମାନେ ଆଜିର ଦିନରେ ଆଗ ଧାଡିକୁ ଆସିବା ପାଇଁ ମନୋବଳ ରଖୁଛନ୍ତି। ଗ୍ରାମଞ୍ଚଳ ମହିଳାମାନେ ଚାଷ ଜମି, ଜଙ୍ଗଲ ଜମିରେ କାର୍ଯ୍ୟ କରି ତାଙ୍କର ଜୀବିକା ଚାଲାଇଛନ୍ତି।

ଯଦି ଏହି ମହିଳାମାନେ ସମସ୍ତ କ୍ଷେତ୍ରରେ ସ୍ଥାନ ଅଧିକାର ପାଇବେ, ତେବେ ପୁରୁଷମାନଙ୍କ ସହିତ ତୁଳନାରେ ନାରୀଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ଏହିକାରଣରୁ 50% ସ୍ଥାନ ସଂରକ୍ଷଣ ଉପରେ ସମସ୍ତଙ୍କର ଏକମତ ହେବା ଆବଶ୍ୟକ।

31
2666 views

Comment