logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭଇଁରିଗୁଡ଼ା ଅଞ୍ଚଳ ର ଚାଷୀ ଙ୍କ ଦୁଃଖ ବୁଝିବ କିଏ ? ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ଏଠି ସମ୍ପୂର୍ଣ୍ଣ ବିଫଳ.

କଳାହାଣ୍ଡି/୨୩-୦୫-୨୦୨୬/ ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ଭଈରିଗୁଡା,ଜୁନାଗଡ, କୁରୁଗୁଡା, ମରାଯୋର୍ ଚାଷୀ ବୃନ୍ଦ ଗତ ୨୦୧୪-୧୫ ମସିହା ଠାରୁ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ର ଡାହାଣ କେନାଲ ଠାରୁ ଜଳସେଚନ ରୁ ବଞ୍ଚିତ କରାଯାଇ ଅଛି। କେବଳ ଏହି ଅଞ୍ଚଳ କୃଷି ଉପରେ ନିର୍ଭର କରନ୍ତି। ଚାଷ କାମ କରି ପାରିବାରୁ ଚାଷୀଙ୍କ ସ୍ଥିତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ପ୍ରଶ୍ନ ଉଠୁଛି ଏଥି ପାଇଁ ଦାୟୀ କିଏ ? କଳାହାଣ୍ଡି ଜିଲ୍ଲା ପ୍ରସାଶନ ଚୁପ୍ କହିଁକି ? ସରକାର କୃଷକ ମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି କିନ୍ତୁ ଏଠି ସବୁ ଫେଲ୍ ମାରିଛି ।ଉଚିତ୍ ତଦନ୍ତ କରି କଳାହାଣ୍ଡି ଜିଲ୍ଲା ପ୍ରସାଶନ ଜଳସେଚନ ପାଇଁ ନିର୍ଦ୍ଦେଶ ଦେଲେ ଚାଷୀ ପରିବାର ବୃନ୍ଦ ଚିର ଉପକୃତ ହେବେ। ଇନ୍ଦ୍ରାବତୀ ଜଳ ସେଚନ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

35
1831 views

Comment