ଆଜି ଝାରସୁଗୁଡା ରେ ସର୍ବୋଚ୍ଚ ତାପମାତ୍ରା 46C ରେକର୍ଡ ହୋଇଛି
46ଡ଼ିଗ୍ରୀ ଛୁଇଁଲା ପାରଦ
ଆଜି ଝାରସୁଗୁଡା ରେ ସର୍ବୋଚ୍ଚ ତାପମାତ୍ରା 46°C ରେକର୍ଡ ହୋଇଛି
ମଇ ମାସର ସର୍ବକାଳୀନ ରେକର୍ଡ :
1- 48°C(28 ମଇ 1998)
2-47.6°C (24 ମଇ 1998)
3-47.5°C (20 ମଇ 1978)
ନିକଟ ଅତୀତରେ 2024 ମସିହା ମଇ 31 ରେ ଝାରସୁଗୁଡା ରେ 47°C ଛୁଇଁଥିଲା ପାରଦ
#heatwave