logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଟ୍ରକ ପଛପଟୁ ଧକ୍କା ଦେଲା କାର୍, ସମସ୍ତ ଯାତ୍ରୀ ସୁରକ୍ଷିତ।

ଟ୍ରକ ପଛପଟୁ ଧକ୍କା ଦେଲା କାର୍, ସମସ୍ତ ଯାତ୍ରୀ ସୁରକ୍ଷିତ।

ପାଟଣା:୧୯/୦୫, କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ଯାଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା କାର୍ ଟି ଭାରସାମ୍ୟ ହରାଇ ଟ୍ରକର ପଛପଟୁ ଧକ୍କା ଦେଇଥିଲା। କାର୍ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ କରଞ୍ଜିଆ ମେଡିକାଲ ପଠାଇ ଥିଲେ। ଏହି ଦୁର୍ଘଟଣା ପରେ ୨୨୦ ନଂ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ରାସ୍ତାରୁ ଜାମ୍ ହୋଟାଇ ଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

24
981 views

Comment