MLA ramesh jena tour program
"ଭାଇଚାରା" ଏକ ନିଆରା ସମ୍ପର୍କ...
ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନକୋଦୋଣ୍ଡା ଗ୍ରାମର ଯୁବକ ମାନଙ୍କ ସହ ଏକ ଖୁସିର ମୁହୂର୍ତ୍ତ... ଆପଣ ମାନଙ୍କ ମୋ ପ୍ରତି ଥିବା ଭଲପାଇବା ଓ ସ୍ନେହ ଦେଖି ନିଜକୁ ବହୁତ ଖୁସି ଅନୁଭବ କରୁଛି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା, ଆମର ଏହି ଭାଇଚାରା ଚିର ସବୁଜ ହୋଇ ରହୁ...
Sanakhemundi Congress #brotherhood #Ganjamdistrict #Odisha #odishamla #rameshjena @highlight