logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନୂଆପଡ଼ାରେ ଶଗରିଆ ଯାଦବ ବଂଶର ୨୦୪ତମ ଘୋଡାଦାନ ଉତ୍ସବ

ନୂଆପଡ଼ା ଜିଲା କୋମନା ବ୍ଲକ ରଜନା ଗ୍ରାମରେ ଶଗରିଆ ଯାଦବ ବଂଶର ୨୦୪ତମ ପାରମ୍ପରିକ ଘୋଡାଦାନ ଉତ୍ସବ ଆଡମ୍ବର ସହ ଅନୁଷ୍ଠିତ ହୋଇଥିଲା।

ଏହି ଉତ୍ସବ ପ୍ରତି ୧୨ ବର୍ଷରେ ଥରେ ଘୋଗିଆଙ୍କୁ ଘୋଡାଦାନ କରାଯାଉଥିବା ପରମ୍ପରାର ଅଂଶ ଥିଲା ଯାହା ଭାଇଚାରା ଓ ଐକ୍ୟର ପ୍ରତୀକ ଭାବରେ ଅତିଥିମାନେ ବର୍ଣ୍ଣନା କରିଥିଲେ।

3
478 views

Comment