logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବ୍ରହ୍ମପୁରରେ ରାସ୍ତା ଅବସ୍ଥା ଗମ୍ଭୀର, ବ୍ରହ୍ମପୁର ପୌର କର୍ପୋରସନ

ବ୍ରହ୍ମପୁର: ଅଧିକାଂଶ ରାସ୍ତାର ଅବସ୍ଥା ଦୁର୍ବଳ ଓ ଖରାପ ଅଛି, ଯାହା ସ୍ଥାନୀୟ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ବ୍ରହ୍ମପୁର ପୌର କର୍ପୋରେସନ ଏହି ସମସ୍ୟାକୁ ଗମ୍ଭୀରତା ସହିତ ନେଇ ସମାଧାନ କରିବା ପାଇଁ ପ୍ରୟାସ କରୁ |

ପୌର କର୍ପୋରେସନ ଅଧିକାରୀମାନେ ଏହି ଅବସ୍ଥାକୁ ସଠିକ୍ ଭାବେ ନେଇ ଆଗାମୀ ଦିନରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଶ କରୁଛୁ । ଏଥିରେ ଲୋକଙ୍କ ଯାତୟତ ସୁବିଧା ନିଶ୍ଚିତ ହେବ।

25
1922 views

Comment