logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆମ ଅସ୍ତରଙ୍ଗ ଆମର ଗର୍ବ ଗାଁ ଗହଳି Tv

ଆମ ଅସ୍ତରଙ୍ଗ

ଅଞ୍ଚଳର ଆଦର୍ଶ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ "ସବୁଜ ଶାଖା" ନେତୃତ୍ୱ



ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନିରପେକ୍ଷ ଓଡ଼ିଆ ଦୈନିକ "ନିର୍ଭୟ" ସାମ୍ବାଦିକ ତଥା ଆମ ସମସ୍ତଙ୍କର ବଡ଼ ଶୁଭେଚ୍ଛୁ ଶ୍ରୀ ପ୍ରମୋଦ କୁମାର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସବୁଜ ଶାଖା ସଭାପତି ଶ୍ରୀ ରମାକାନ୍ତ ବସ୍ତିଆ, ମୁଖ୍ୟ ଉପଦେଷ୍ଟା ଶ୍ରୀ ଦିବାକର ଛାଟୋଇ, ସରପଞ୍ଚ ଶ୍ରୀ ରାମଚନ୍ଦ୍ର କାଣ୍ଡି ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତାମାନେ।



ସୂଚନା ଅନୁସାରେ, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରମୋଦ ଦାସ ଗୋଡରେ ଆଘାତ ପାଇ ଚିକିତ୍ସାଧୀନ ଅଛନ୍ତି। ଏହି ଖବର ପାଇ "ସବୁଜ ଶାଖା" ସଂଗଠନର ନେତୃବୃନ୍ଦ ତାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।





ଗାଁ ଗହଳି Tv

ଆମ ଅସ୍ତରଙ୍ଗ ଆମର ଗର୍ବ

9
1264 views

Comment