logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡ଼ି: ଶ୍ରୀଜଗନ୍ନାଥ ମନ୍ଦିରରେ ମଦନମୋହନଙ୍କ ଚାପ ଖେଳ ଅନୁଷ୍ଠିତ

ପୂଜାକ ଅଜୟ କୁମାର ପଣ୍ଡା, ବିପିନ ବିହାରୀ ପଣ୍ଡା ଓ ଅମୀୟ କୁମାର ସାମନ୍ତରାୟ ଏହି ପୂଜାକର୍ମରେ ଯୋଗଦେଇଥିଲେ। ମହାପ୍ରବନ୍ଧକ ଶାଳିଗ୍ରାମ ଉପାଧ୍ୟାୟ ସସ୍ତ୍ରୀକ ମୁଖ୍ୟପୁରୋଧା ରୂପେ ଶ୍ରୀଜୀଉଙ୍କୁ ଚାପ ଖେଳାଇଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ସଞ୍ଜୟ କୁମାର ପଟ୍ଟନାୟକ ସହ ବହୁତ ସଦସ୍ୟ ଏବଂ ସ୍ୱେଚ୍ଛାସେବୀ ଓ ଶ୍ରଦ୍ଧାଳୁ ଦିବସରେ ଉପସ୍ଥିତ ରହି ସେବା ଯୋଗାଇଥିଲେ। ତଳ ଗୌଡ଼ଗୁଡ଼ା ଓ ଉପର ଗୌଡ଼ଗୁଡ଼ାର ସଂକୀର୍ତ୍ତନ ମଣ୍ଡଳୀଙ୍କୁ ସହ ମନ୍ଦିରର ସଂକୀର୍ତ୍ତନ ଦଳ ସେବା ଯୋଗାଇଥିଲେ।

4
393 views

Comment