ଜିତୁ ମୁଣ୍ଡାଙ୍କ ଘରେ ଉତ୍ତରାଞ୍ଚଳ RDCଙ୍କ ତଦନ୍ତ
ଜିତୁ ମୁଣ୍ଡାଙ୍କ ଘରେ ଉତ୍ତରାଞ୍ଚଳ RDCଙ୍କ ତଦନ୍ତ -ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍’ ଜିତୁ ମୁଣ୍ଡାଙ୍କ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି -ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ