ଖଣ୍ଡାଧାର ନିଉଜ ପରିବାର ତରଫରୁ ଜିଲ୍ଲାର ସାମୁହିକ ତଥା ଲୋକଙ୍କ ସ୍ବାର୍ଥ ନିମିତ୍ତ ସବୁବେଳେ ସ୍ବର ଉତ୍ତୋଳନ କରିବ।
ଖଣ୍ଡାଧାର ନିଉଜ ପରିବାର ତରଫରୁ ଜିଲ୍ଲାର ସାମୁହିକ ତଥା ଲୋକଙ୍କ ସ୍ବାର୍ଥ ନିମିତ୍ତ ସବୁବେଳେ ସ୍ବର ଉତ୍ତୋଳନ କରିବ।
କେନ୍ଦୁଝର:୨୪/୦୪- ନିୟମିତ ଓ ନିରବଚ୍ଛିନ୍ନ ଭାବରେ ଖଣ୍ଡାଧାର ନିଉଜ ତରଫରୁ ପ୍ରକାଶନୀ ସେବା ଜାରି ରହିଛି। ଆପଣଙ୍କ ନିକଟସ୍ଥିତ ଅଞ୍ଚଳର ସାମୁହିକ ଏବଂ ଗଠନମୂଳକ ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ନିଉଜ/ସୂଚନା ସହିତ ଫୋଟ ପ୍ରଭ୍ରୁତି ପରିଚାଳନା ସମ୍ପାଦକ ଶ୍ରୀ ଡମ୍ବରୁଧର ମହାନ୍ତଙ୍କ ନିକଟକୁ ପଠାନ୍ତୁ। ତାହାର ସତ୍ଯତା ଅନୁସନ୍ଧାନ କରି ସାର୍ବଜନୀନ କରିବା ପାଇଁ ପ୍ରକାଶିତ କରାଯିବ ଓ ସେହିସବୁ ସମସ୍ୟା ସମ୍ପର୍କରେ ରାଜ୍ଯ ସରକାର ତଥା ଜିଲ୍ଲା ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରାଯିବା। ନିଜର ବ୍ୟବସାୟ ବିଜ୍ଞାପନ ପ୍ରସାରଣ କରିବା ପାଇଁ ଆଗ୍ରହୀ ସଂସ୍ଥା ଅଥବା ବ୍ଯକ୍ତି ବିଶେଷ ମଧ୍ଯ ଯୋଗାଯୋଗ କରନ୍ତୁ। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ତଥା ବ୍ଲକ, ପଞ୍ଚାୟତରେ ଅନେକ ପ୍ରକାରର ସାମୁହିକ ସମସ୍ୟା ପ୍ରଭ୍ରୁତି ରହିଛି। ସଂପୃକ୍ତ ଅଞ୍ଚଳରେ ବସବାସ କରୁଥିବା ବୁଦ୍ଧିଜୀବୀ ତଥା ସମ୍ବାଦଦାତା ଆମ ନିକଟକୁ ଉକ୍ତ ଅଞ୍ଚଳର ବିଭିନ୍ନ ପ୍ରକାରର ସାମୁହିକ ସ୍ବାର୍ଥ ନିମିତ୍ତ ସମସ୍ୟା ଗୁଡିକ ସମ୍ପର୍କରେ ସୂଚନା ସହିତ ଫୋଟ ଓ ଭିଡିଓ ଗୁଡିକ ପଠାଇଲେ ତାହା ସାର୍ବଜନୀନ କରିବା ସହିତ ସରକାର ତଥା ଜିଲ୍ଲା ପ୍ରଶାସନର ଦ୍ରୁଷ୍ଟି ଆକର୍ଷିତ କରାଯିବ। ଖଣ୍ଡାଧାର ନିଉଜ ପରିବାର ତରଫରୁ ସବୁବେଳେ ସାମୁହିକ ତଥା ଲୋକଙ୍କ ସ୍ବାର୍ଥ ନିମିତ୍ତ ବିଭିନ୍ନ ପ୍ରକାରର ଖବର ଓ ସୂଚନା ପ୍ରଭ୍ରୁତି ପ୍ରକାଶ କରିବାକୁ ପ୍ରସ୍ତୁତ ରହିଛି।