logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶୋକ ବାର୍ତ୍ତା- ସୌଜନ୍ୟ କେନ୍ଦୁଝର ସିଟିଜେନ୍ ଫୋରମ୍।

ଶୋକ ବାର୍ତ୍ତା- ସୌଜନ୍ୟ କେନ୍ଦୁଝର ସିଟିଜେନ୍ ଫୋରମ୍।
******
କେନ୍ଦୁଝରଗଡ଼, ୨୩/୦୪, (ଖଣ୍ଡାଧାର ନିଉଜ) ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ନିକୁସାହୁ ଓ ବିଶିଷ୍ଟ ବ୍ୟବସାୟୀ ଶ୍ରଦ୍ଧେୟ ଜିତୁ ସାହୁ ଙ୍କର ଏକମାତ୍ର ସୁପୁତ୍ର ଅକାଳ ନିଧନ ରେ "କେନ୍ଦୁଝର ସିଟିଜେନ ଫୋରମ୍" ତରଫରୁ ଗଭୀର ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରୁଛି।

ସିଟିଜେନ ଫୋରମ୍ ତରଫରୁ ସଦସ୍ୟ ବଳଭଦ୍ର ସାହୁ, ରାମନାରାୟଣ ଦ୍ୱିବେଦୀ, ଭରତ ପାତ୍ର, ରାଜୀବ ସାହୁ ବାସଭବନ କୁ ଯାଇ ଶବାଧାର ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ କୁ ସମବେଦନା ଜଣାଇଛନ୍ତି।

28
1198 views

Comment