logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁପତ୍ର (ସବୁଜ ହୀରା)ସଂଗ୍ରହ ଆରମ୍ଭ।

ଟିଟିଲାଗଡ଼।ରୋହିତ ଝାଙ୍କର ୨୩/୦୪ ଆଜି ପଶ୍ଚିମ ଓଡିଶା ର ଟିଟିଲାଗଡ଼ ଅଞ୍ଚଳରେ ଖୁସି ର ଲହର ଆରମ୍ଭ ହୋଇଯାଇଛି।
ଖୁସି ର କାରଣ ହେଉଛି। ଜୀବନ ଜୀବିକା ର ଉନ୍ନତି ଦିଗରେ ସହାୟକ ହେଉଥିବା କେନ୍ଦୁପତ୍ର ବା ସବୁଜ ହୀରା ସଂଗ୍ରହ ଆରମ୍ଭ ହୋଇଯାଇଛି।
ଟାଣ ଖରା ଗରମ ଥିଲେ ମଧ୍ଯ ୪୫ଂ ତାପମାନ କୁ ବେଖାତିର କରି ତୋଳାଳୀ ସକାଳୁ ଦୈାଡି ପଡ଼ିଛି।
ଯାହାବି ହେଉ ଏହିଦିନ କୁ ତୋଳାଳୀ ମାନେ ଅପେକ୍ଷା କରି ଚାହିଁ ରହିଥାନ୍ତି। ଶେଷରେ ଅପେକ୍ଷା ର ଅନ୍ତ ଘଟିଛି।
ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ଘୁଘୁରପଲା ,ତରାସିହାଂ, ଗୋଖରୁଙ୍ଗ,ପର୍ଶୁକୋନା ଫଡି ମାନଙ୍କ ରେ କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ହୋଇଯାଇଛି।

0
301 views

Comment