ପଶ୍ଚିମ ବଙ୍ଗ ଓ ତାମିଲନାଡୁ ରେ ଭୋଟ ଜାରି।
ପ୍ରଥମ ଫେଜ୍ ରେ 152ଟି ଆସନ ପାଇଁ ପଶ୍ଚିମ ବଙ୍ଗ ଓ ତାମିଲନାଡୁ ରେ ଭୋଟ ଜାରି ରହିଥିବା ବେଳେ, ସକାଳ 7 ଟା ରେ ଭୋଟ ଦାନ ଜାରି ରହିଛି।