logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଜଣା ଗାଡି ଧକ୍କାରେ ଗୋଟିଏ ମାଇ ବାଛୁରୀ ଛୁଆ ମୃତ ଅନ୍ୟ ଏକ ବାଛୁରୀ ଛୁଆ ଗୁରୁତର!

ଅଜଣା ଗାଡି ଧକ୍କାରେ ଗୋଟିଏ ମାଇ ବାଛୁରୀ ଛୁଆ ମୃତ ଅନ୍ୟ ଏକ ବାଛୁରୀ ଛୁଆ ଗୁରୁତର!

ପାଟଣା:୨୧/୦୪- ପାଟଣା ଥାନା ଅଞ୍ଚଳ 220 ନମ୍ବର ଜାତୀୟ ରାଜପଥ ଧାନବେଣୀ ପାଣି ଟାଙ୍କି ନିକଟରେ ଆଜି ଅପରାହ୍ନରେ ଏକ ଅଜଣା ଗାଡି ଧକ୍କା ଦେବାରୁ ଗୋଟିଏ ମାଈ ବାଛୁରୀ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ବାଛୁରୀ ଗୁରୁତର ଆହତ ହୋଇଛି। କରଞ୍ଜିଆ ଆଡୁ ଢେଙ୍କିକୋଟ ଦିଗକୁ ଏକ ଟ୍ରଲର ଗାଡ଼ି ଯାଉଥିବା ବେଳେ ଦୁଇଟି ବାଛୁରୀ ଛୁଆ କୁ ଧକ୍କା ଦେଇଥିଲା ଯାହାଫଳରେ ଗୋଟିଏ ବାଛୁରୀ ଛୁଆର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ବାଛୁରୀ ଛୁଆ ଗୁରୁତର ହୋଇଥିବା ଜଣାପଡିଛି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

1
882 views

Comment