logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ମାଣକାରୀ ସେବକ ରଥ ମହାରଣା ଏବଂ ନିଳମଣି ମହାରଣା ଙ୍କୁ ସମ୍ବର୍ଦ୍ଧନା।

ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ମାଣକାରୀ ସେବକ ରଥ ମହାରଣା ଏବଂ ନିଳମଣି ମହାରଣା ଙ୍କୁ ସମ୍ବର୍ଦ୍ଧନା।

କେନ୍ଦୁଝର,୨୧।୦୪: (ଖଣ୍ଡାଧାର ନିଉଜ) ଅକ୍ଷୟ ତୃତୀୟା ଉପଲକ୍ଷେ କେନ୍ଦୁଝର ଆରୋଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ବିଶ୍ଵ ର ଉଚ୍ଚତମ ରଥ ର ରଥକାଠ ଅନୁକୂଳ ହୋଇଛି। ଏହି ଅବସର ରେ ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ରଥ ସମ୍ମୁଖରେ ରଥ ମହାରଣା ଏବଂ ନିଳମଣି ମହାରଣା ଙ୍କୁ ଉପଢୈାକନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ଉପସଭାପତି ସନାତନ ମହାରଣା, ଯୁଗ୍ମସଂମ୍ପାଦକ ସୈାରିନ୍ଦ୍ରନାଥ ମହାରଣା, କୋଷାଧ୍ୟକ୍ଷ ମନୋଜ କୁମାର ଓଝା, ସଂଯୋଜକ କିର୍ତ୍ତନ ବିହାରୀ ଓଝା ସମେତ ସମିତ ର ଅନ୍ୟାନ୍ୟ ସଦସ୍ୟ ଏବଂ ଜନସାଧାରଣ ଉପସ୍ଥିତଥିଲେ। ବଳଦେବଜୀର ମନ୍ଦିର ର ସୁପରଭାଇଜର ପଞ୍ଚାନନ ସାହୁ, ବଡପଣ୍ତା, ସେବାୟତ ଓ ଗଣମଧ୍ୟ ସାମିଲଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

12
900 views

Comment