logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଟଣା, ସାହାରପଡା ଓ ଢେଙ୍କିକୋଟ ଅଞ୍ଚଳରେ କାଳବୈଶାଖୀ!

ପାଟଣା, ସାହାରପଡା ଓ ଢେଙ୍କିକୋଟ ଅଞ୍ଚଳରେ କାଳବୈଶାଖୀ!

ପାଟଣା-୧୯/୦୪, ରବିବାର ଅପରାହ୍ନ ୪ ଟା ପରେ ପରେ ପାଟଣା, ସାହାରପଡା ଓ ଢେଙ୍କିକୋଟ ଆଖପାଖ ଅଞ୍ଚଳରେ ପ୍ରବଳ କାଳବୈଶାଖୀ ପବନ ସାଙ୍ଗକୁ ବର୍ଷା ବଜ୍ରପାତ ଓ କିଛି ସ୍ଥାନରେ କୁଆପଥର ମାଡ଼ ହୋଇଛି।ଏହି କାଳବୈଶାଖୀ ଯୋଗୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବା ବିଳମ୍ବିତ ସନ୍ଧ୍ୟାଯାଏ ବର୍ଷା ଓ ବଜ୍ରପାତ ଲାଗି ରହିଛି।ତେବେ ବର୍ଷା ଲାଗି ରହିଥିବା ଯୋଗୁଁ କ୍ଷୟକ୍ଷତି ର କୌଣସି ସୂଚନା ସନ୍ଧ୍ୟା ସୁଦ୍ଧା ହସ୍ତଗତ ହୋଇ ପାରି ନାହିଁ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

15
1280 views

Comment