logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପବିତ୍ର ଅକ୍ଷୟତୃତୀୟା ତିଥି ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

ପବିତ୍ର ଅକ୍ଷୟତୃତୀୟା ତିଥି ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା

ଆମ୍ଭର ଅଗଣିତ ପାଠକ, ସମ୍ବାଦଦାତା, ବିଜ୍ଞାପନ ଦାତା, ସୂଚନା ଦାତା ଓ ଶୁଭେଚ୍ଛୁ ମାନଙ୍କୁ ଖଣ୍ଡାଧାର ନିଉଜ ପରିବାର ତରଫରୁ ପବିତ୍ର ଅକ୍ଷୟତୃତୀୟା ତିଥି ଶୁଭ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଅଛୁ। ଓଡ଼ିଶା ରାଜ୍ୟ ତଥା କେନ୍ଦୁଝର ଜିଲ୍ଲାବାସୀଙ୍କ ଆରାଧ୍ୟା ଦେବୀ ଜଗତଜନନୀ ମା'ତାରିଣୀ ଓ ଆରାଧ୍ୟ ଦେବ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କୁ ଏତିକି ପ୍ରାର୍ଥନା ସାରାବିଶ୍ୱରେ ତଥା ରାଷ୍ଟ୍ର, ରାଜ୍ୟ ଓ ଜିଲ୍ଲା ବାସୀଙ୍କର ଶାନ୍ତି, ସମ୍ରୁଦ୍ଧି, କ୍ରୁଷି କ୍ଷେତ୍ରରେ ଅଧିକ ବିକାଶ ଓ ପ୍ରଗତୀର ଧାରା ସର୍ବଦା ଅକ୍ଷୁର୍ଣ୍ଣ ରହି ଥାଉ। ଆଜିର ପବିତ୍ର ଅକ୍ଷୟତୃତୀୟା ତିଥି ଶୁଭ ଅବସରରେ ଅଗଣିତ କ୍ରୁଷି କ୍ଷେତ୍ରରେ କାର୍ଯ୍ୟରତ ଭାଇ ଓ ଭଉଣୀମାନଙ୍କର ଉତ୍ପାଦନ ବୃଦ୍ଧି ପାଇଁ ଶୁଭ କାମନା କରୁଅଛୁ।

ସୌଜନ୍ୟ: ଖଣ୍ଡାଧାର ନିଉଜ ପରିବାର।

15
1000 views

Comment