logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖଡ଼ିଆଳ ଓ୍ବାଡନମ୍ବର 10 ର କାଉସିର ଚନ୍ଦନ ସାହୁ ନିର୍ମାଣ କରାଇଲେ ମହାଲକ୍ଷ୍ମୀ ମନ୍ଦିର

ଖଡ଼ିଆଳ ରେ ମହାଲକ୍ଷ୍ମ ମନ୍ଦିର ପ୍ରତିଷ୍ଠିତ, ଶ୍ରୀ ଜଗନ୍ନାଥ ମନ୍ଦିର ରେ ଆଗରୁ ଏକ ଗଜଲକ୍ଷ୍ମୀ ମନ୍ଦିର ରହିଅଛି, ହେଲେ ସେ ମନ୍ଦିର ପ୍ରାୟତ ବନ୍ଦ ରହିଥାଏ ତେଣୁ ସ୍ରଧାଳୁ ମା ମହାଲକ୍ଷ୍ମୀ ର ଦର୍ଶନ କରିପାରୁନଥିଲେ, ତେଣୁ ଶ୍ରଦ୍ଧାଳୁ ମନଦୁଃଖ କରୁଥିଲେ, କିନ୍ତୁ 3 ବର୍ଷ ମା ମହା ମହାଲକ୍ଷ୍ମୀ ର ମୁର୍ତ୍ତୀ କୁ ପେଣ୍ଡାଲ ରେ ପୁଜା କଲାପରେ ମା ମହାଲକ୍ଷ୍ମୀ ସ୍ତାଇ ମନ୍ଦିର ଖଡିଆଳ ସାନଦଧିବାବନ ମନ୍ଦିର ର ପରିସର ରେ ତିଆରି କରାଇଥିଲେ,, ଓ ମା ମହାଲକ୍ଷ୍ମୀ ର ମୂର୍ତ୍ତି ରାଜସ୍ତାନ ରୁ ଲୋହିତାକ୍ଷ ଯେ!ଶି ନିଜ ଅର୍ଥ ରେ ମଗାଈଥିଲେ, ଓ ମନ୍ଦିର ର ପ୍ରତିଷ୍ଠା ରେ କର୍ତା ହେଇଥିଲେ, ଏହି ମନ୍ଦିର ରେ ମା ର ଦର୍ଶନ କଲେ ଲୋକ ର ମନକାମନା ପୂରଣ ହେଉଛି ବୋଲି ଲୋକ ଆସା ଓ ବିଶ୍ୱାସ କରୁଛନ୍ତି, ଓ ବଜରଙ୍ଗ ବଲିର ବିଶାଳ ମୂର୍ତ୍ତି ବି ପ୍ରତିଷ୍ଠିତ ହେଇଛନ୍ତି, ତାଙ୍କ ଦର୍ଶନ ମାତ୍ରେ ଲୋକ ର ଦୁଃଖ ଦୁର ହେବ ବୋଲି ଜନସାଧାରଣ ଆସ୍ତାପ୍ରକଟ କରିଛନ୍ତି,

0 views

Comment
  • Jitendra Chaubey

    जय श्री राम