ନିୟମ ଉଲଂଘନ
ନିୟମ ଉଲଂଘନ ପାଇଁ ଜନସାଧାରଣ ଉକ୍ତ ମାଟି ବୋଝେଇ ହାଇଓ୍ବାଟିକୁ ଅମର୍ଦ୍ଦାରୋଡ଼ ଗେଟବଜାର ନିକଟରେ ଅଟକ ରଖିଲେ। ରାତି ୧୦ ପରେ ଗାଡ଼ିଟିକୁ ଛଡ଼ାଯିବ।