logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

CBSE ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ନୁଆପଡା ଜିଲ୍ଲାର ୧୦ ଜଣ ଟପରଙ୍କୁ ଆଜି ଜିଲ୍ଲାପାଳ ମଧୁସୁଦନ ଦାସ ସମ୍ମାନିତ କଲେ

CBSE ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ନୁଆପଡା ଜିଲ୍ଲାର ୧୦ ଜଣ ଟପରଙ୍କୁ ଆଜି ଜିଲ୍ଲାପାଳ ମଧୁସୁଦନ ଦାସ କାର୍ଯ୍ୟାଳୟ ସଭା ଗୃହରେ ସମ୍ୱର୍ଦ୍ଧିତ କରିଥିଲେ, ଏଣୁ ନୂଆପଡା ଓ ଖଡ଼ିଆଳ ରେ ଆନ୍ଦର ଲହିରି ଖେଳିବା ସହ ସମସ୍ତ ଜନସାଧାରଣ ଶୁଭେଚ୍ଛା ବର୍ତା ସ୍ବ ଛୁଟୁଛି

8
297 views

Comment