କୋରାପୁଟ ଜିଲା ସେମିଲିଗୁଡା ବ୍ଲକ ଦୁଧାରିଗ୍ରମର ବୃଧାନିଖୋଜ।
ଗତ ନଅଦିନହେଲା ସିମିଲିଗୁଡା ବ୍ଲକ୍ ର ଦୁଧାରି ଗ୍ରମର ବୃଧ ଶ୍ରୀ ଭିକାରି ମଣ୍ଡଳ ନାଏକ ବୟସ ୬୫ ନିଖୋଜ ଅଛନ୍ତିବୋଲି ତାଙ୍କ ନାତି ନିଳକଣ୍ଠ ଖରା ସୁଚନା ଦେଇଛନ୍ତି। ତାଙ୍କ ଘରେ କଉଣସି କାରଣରୁ ବଚସା ହୋଇଥିବାକାରଣରୁ କୁଆଡେ ଚାଲିଯାଇଥାଇଛନ୍ତିବୋଲିସେ କହିଛନ୍ତି ।ଏବଂ ତାଙ୍କ ଅଞ୍ଚଳର ଜଣେ ବ୍ୟକ୍ତି କୋରାପୁଟ ରେଲବେ ଷ୍ଟେସନ ଠାରେ ତାଙ୍କୁ ଦେଖିଥିବା ମଧ୍ୟ ତାଙ୍କ ନାତି ନିଳକଣ୍ଠ ଖରା କହିଛନ୍ତି।ଏଣୁ ସେଟ୍ରେନଯୋଗେ କେଉଁ ଆଡେ ଚାଲିଯାଇ ଥାଇ ପାରନ୍ତି ବୋଲି ତାଙ୍କର ନାତି କହିଛନ୍ତି।ଏଣୁ ଜଦି କଉଣସି ସହୃଦୟ ବ୍ୟକ୍ତି ତାଙ୍କ ସନ୍ଧାନ ପାଆନ୍ତି ତାହେଲେ। ନିମ୍ନ ଲିଖିତ ମୋବାଇଲ ନମ୍ବର ରେ ସୁଚନା ଦେବାପାଇଁ ସେ ଅନୁରୋଧ କରିଛନ୍ତି। ନମ୍ବର ଟି ହେଲା -7978702431କୋରପୁଟ ଜିଲା ଦାମନଯୋଡି ରୁ ତେଜେଶ୍ଵର ପାତ୍ର ଙ୍କ ଖବର।