ସିବିଏସ୍ଇ ଦଶମ ପରୀକ୍ଷା ଫଳ ପ୍ରକାଶିତ।
ଟୀନା ରଥ ଦେଶର ଟପ୍ପର।ସେ ୫୦୦ ରୁ ୫୦୦ ନମ୍ବର ରଖି ରେକର୍ଡ ସୃଷ୍ଟି କରିଥିଲେ। ଦେଶର 93.70% ଏବଂ ଓଡ଼ିଶାରେ 93.66% ରହିଛି। ଥିରୁଅନନ୍ତପୁରମ ଓ ବିଜୟଓ୍ବାଡା ର ପାସ୍ ହାର ଶୀର୍ଷରେ ରହିଛି। ଭୂବନେଶ୍ବର ଜୋନ୍ ର ପାସ୍ ହାର 94.67% ଛାତ୍ରୀଙ୍କ ବାଜିମାତ ହୋଇଛି।