ଓଡ଼ିଆ ପକ୍ଷ ରକ୍ତଦାନ ଅଭିଯାନର ପରିସମାପ୍ତି।
ବ୍ରହ୍ମପୁର ଏମ୍.କେ.ସିଜିରେ ରକ୍ତଭଣ୍ଡାରରେ ରକ୍ତ ଅଭାବ ଯୋଗୁଁ ରୋଗୀମାନେ ହନ୍ତସନ୍ତ।