ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି।
୪୮ ଘଣ୍ଟା ମଧ୍ୟରେ ବିଧାନ ସଭା ଡାକନ୍ତୁ ବୋଲି କହିଲେ ନବୀନ ପଟ୍ଟନାୟକ। ସୀମା ପୁନଃ ନିର୍ଦ୍ଧାରଣରେ କମିବ ଓଡ଼ିଶାର ରାଜନୈତିକ ପ୍ରତିନିଧିତ୍ଵ।