logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମହା ବିଷୁବ ପଣା ସଂକ୍ରାନ୍ତି ରେ ସୁଆମ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ।

ମହା ବିଷୁବ ପଣା ସଂକ୍ରାନ୍ତି ରେ ସୁଆମ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ।

ପାଟଣା:୧୪/୦୪ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ସୁଆମ ହନୁମାନ ମନ୍ଦିର ରେ ପବିତ୍ର ହନୁମାନ ଜୟନ୍ତୀ ଓଡ଼ିଆ ନବବର୍ଷ ଓ ମହା ବିଷୁବ ପଣା ସଂକ୍ରାନ୍ତି ମହା ସମାରୋହରେ ପାଳିନ କରା ଯାଇଥିଲା। ଆଜି ସକାଳୁ ପୂଜକ ଜିତେନ୍ଦ୍ର କୁମାର ମିଶ୍ର ହନୁମାନ ମନ୍ଦିର ରେ ରୀତିନୀତି ଅନୁଯାୟୀ ପୂଜାପାଠ ସହ ହନୁମାନ ଚାଳିସା ପାଠ କରିଥିଲେ।କର୍ତ୍ତା ଭାବେ ଗୌରୀ ରଞ୍ଜନ ମିଶ୍ର ଓ ତାଙ୍କ ଧର୍ମ ପତ୍ନୀ ଝୁନା ରାଣୀ ମିଶ୍ର ବସିଥିବାବେଳେ ହନୁମାନ ଚାଳିସା ପାଠ ପାଇଁ ସୁମିତି ପତି ବ୍ରହ୍ମାନନ୍ଦ ଶତପଥି ଜ୍ୟୋତିର୍ମୟ ତ୍ରିପାଠୀ ଶୁଭମ୍ ଶୁଭାଶିଷ ଦିବେଦୀ ବିଶାଲ ଦାଶ କୋମଳ ଲୋଚନ ଦାଶ କଳ୍ପତରୁ କର ହିମାଂଶୁ ଶେଖର ମିଶ୍ର ସିଦ୍ଧାର୍ଥ ଦାଶ ତପନ କୁମାର କର ଆୟୁଷମାନ ମିଶ୍ର ପ୍ରଭୁ ନାରାୟଣ ଶତପଥୀ ଗଗନଦୀପ୍ ଦିବେଦୀ ସଜ୍ଞତ କୁମାର କର ସହ ସହଯୋଗ ରେ ବୀର ମୋହନ ଦୀବେଦୀ, ବାବୁ ପରିଡା, ଅଜୟ ପରିଡା, ରଜତ କୁମାର କର ଅରୁଣ କୁମାର ଦାଶ, କୁଳମଣି ସତପଥି, ଅମେରଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଓ ଦହି ପଣା ସହ ଖେଚୁଡ଼ି ଭୋଗ ସମସ୍ତ ଭକ୍ତ ଓ ପଥଗାମୀ ମାନଙ୍କୁ ବଣ୍ଟନ କରାଯାଇଥିଲା।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

11
703 views

Comment