୧୬ ତାରିଖରେ ରେଳସଦନରେ ମିଳିତ ବିରୋଧୀଙ୍କ ମେଳି।
ପଲାସା-ଇଛାପୁରମ୍ ରେଳ ଲାଇନ ଦକ୍ଷିଣତଟ ଜୋନ୍ କୁ ନେବା ନିଷ୍ପତି ପ୍ରତ୍ୟହାର ଦାବିରେ ଓ ଦକ୍ଷିଣ ଓଡ଼ିଶାକୁ ରେଳ ବିଭାଗ ଅବହେଳା ଅଭିଯୋଗରେ ଚିଠି ଲେଖି ରେଳମନ୍ତ୍ରୀକଂ ହସ୍ତେଷପ ଲୋଡିଲେ ସସ୍ମିତ ପାତ୍ର।