logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଜି ଦେଓଗାଁସ୍ଥିତ ବାବା କୁଶଳେଶ୍ୱର ମହାଦେବଙ୍କ ପୀଠରେ ଦର୍ଶନ ଓ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ପ୍ରାପ୍ତ ମାନ୍ଯବର ମୁଖ୍ୟମନ୍ତ୍ରୀ Mohan Charan Majhi.

ଆଜି ଦେଓଗାଁସ୍ଥିତ ବାବା କୁଶଳେଶ୍ୱର ମହାଦେବଙ୍କ ପୀଠରେ ଦର୍ଶନ ଓ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ପ୍ରାପ୍ତ ହେଲା।

ବାବା କୁଶଳେଶ୍ୱରଙ୍କ ନିକଟରେ ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିବା ସହ ଆମ ରାଜ୍ୟର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆଶୀର୍ବାଦ ଭିକ୍ଷା କଲି।

0
0 views

Comment