logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସିଦ୍ଧ ମହାବୀର ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ ଓ ଭଜନ କାର୍ଯ୍ୟକ୍ରମ

ଖୋର୍ଦ୍ଧା,୧୪.୪.୨୬(ଏ.ଆଇ.ଏମ.ଏ) ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଅବସରରେ ସମ ହସ୍ପିଟାଲ ନିକଟସ୍ଥ ସିଦ୍ଧ ମହାବୀର ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା l ଏହି ଅବସରରେ ଏକ ଭଜନ କାର୍ଯ୍ୟକ୍ରମ କରାଯାଇଥିଲା l ପବିତ୍ର ଦିବସକୁ ଗୁରୁତ୍ବ ମନେକରି ଭକ୍ତଗଣ ପ୍ରାତଃ ସମୟରୁ ମନ୍ଦିରକୁ ଆସି ଦର୍ଶନ କରି ପ୍ରଭୁକୃପା ଲାଭ କରିଥଲେ l ମନ୍ଦିର ପୂଜକ ଟୁକୁନା ଭାଇନା ଓ ପରିଚାଳନା ପ୍ରମୁଖ ବ୍ରହ୍ମାନନ୍ଦ ବେହେରା ସମସ୍ତ କାର୍ଯ୍ୟ ସୁଚାର ରୂପେ କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥଲେ l

40
1427 views

Comment